କଉଳବ୍ରତୀ Kauḻabratī

  • ଗ୍ରା. (ପ୍ରାଚୀନ ପଦ୍ଯ) ବିଣ. ସ୍ତ୍ରୀ (ସଂ. କୁଳ+ବ୍ରତ) — ପତିବ୍ରତା; ସତୀ — Chaste (Woman); devoted (wife)
  • ଗ୍ରା. (ପ୍ରାଚୀନ ପଦ୍ଯ) ବିଣ. ସ୍ତ୍ରୀ (ସଂ. କୁଳ+ବ୍ରତ) — କଉଳବ୍ରତୀବ୍ରତ ସିନ୍ଧୁ କୁମ୍ଭଜ। ସୁବଂଶୀ ଧ୍ୱନି ମନ୍ତ୍ର ଦୀକ୍ଷା ଆଚାର୍ଯ୍ୟ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।