କଉଫାସିଆ Kauphāsiā
- ଦେ. ବି. — କଉଜାତୀୟ ଛୋଟ ମାଛ — A small fish of the class of Anabas
- ଦେ. ବି. — [ଦ୍ର—ଏମାନଙ୍କ ମୁହଁ ତଳେ ବାଳ ପରି ଦୁଇଟି ନିଶ ଥାଏ, କଉମାଛ ପରି ଏମାନଙ୍କ ଡେଣାରେ କଣ୍ଟା ନ ଥାଏ। ଲମ୍ବରେ ଏମାନେ ଛ ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି। ଏମାନେ ମଶାଡିମ୍ବ ଓ କୀଟ ଅବସ୍ଥାରେ ଥିବା ମଶାଙ୍କୁ ଖାଇଯାନ୍ତି।]