କଇ Kai
- ବୈଦେ. ବି. (ଆରବୀ—କୈ) — ବମନ; ବାନ୍ତି; ଉକାର— (ଯଥା—ଝାଡ଼ାକଇ।) — Vomiting
- ଦେ. ପ୍ରତ୍ୟୟ — (ପ୍ରାଚୀନ ପଦ୍ୟଗ୍ରନ୍ଥମାନଙ୍କରେ ବ୍ଯବହୃତ)— 2 ୟା ଓ 4 ର୍ଥୀ ବିଭକ୍ତିର ଚିହ୍ନ; କୁ — (ପ୍ରାଚୀନ ପଦ୍ୟଗ୍ରନ୍ଥମାନଙ୍କରେ ବ୍ଯବହୃତ)—2ୟା ଓ4ର୍ଥୀ ବିଭକ୍ତିର ଚିହ୍ନ; କୁ—. The sign of the 2nd & 4th cases added to nouns
- ଦେ. ପ୍ରତ୍ୟୟ — [ 1 । ଦ୍ୱିତୀୟା ବିଭକ୍ତିରେ — [1 ଦ୍ୱିତୀୟା ବିଭକ୍ତିରେ
- ଦେ. ପ୍ରତ୍ୟୟ — ବିଧାତା ପ୍ରସାଦେଣ ଜିଣିଲା ତିନିପୁର ଯମକଇ ବଳେ ଜିଣିଲା ନିଶାଚର। ବଳରାମ, ରାମାୟଣ।
- ଦେ. ପ୍ରତ୍ୟୟ — 4 ର୍ଥୀ ବିଭକ୍ତିରେ — 4ର୍ଥୀ ବିଭକ୍ତିରେ
- ଦେ. ପ୍ରତ୍ୟୟ — ପୁତ୍ରକଇ ଚରୁ କରସି ମହାମୁନି ପଛେ ତପ ଜପ ଯାଗ କର ହୋ ମହାଜ୍ଞାନି। ବଳରାମ ରାମାୟଣ।]
- ପ୍ରାଦେ. (ମେଦିନୀପୁର; ତୁଳ. ବଂ. କଇମାଛ) ବି — କଉମାଛ (ଦେଖ) — Kau (fish) (See)