କଇଁକଇଁ Kaiñkaiñ

  • ଦେ. ଅ. (ଧ୍ୱନ୍ୟନୁକରଣ) — କୋହରେଇ ହୋଇ (କ୍ରନ୍ଦନକରିବା); ମୁହୁର୍ମୁହୁ ନିଶ୍ୱାସ ବନ୍ଦ କରି (କାନ୍ଦିବା); ହିକ୍କା ଛାଡ଼ି କାନ୍ଦୁଥିବା ଅବସ୍ଥାରେ — (to cry) With hiccups
  • ଦେ. ଅ. (ଧ୍ୱନ୍ୟନୁକରଣ) — କଇଁକଇଁ ହୋଇ କହିଲା—ମୁଁ କଣ କରିବି? ଫକୀରମୋହନ, ଛମାଣଆଠଗୁଣ୍ଠ।