କଅଁଳା ପିଲା Kaañḻā pilā

  • ଦେ. ବି. — ଉତିଆଣି ପିଲା; ଅଳ୍ପ ଦିନ ହେଲା ଜନ୍ମିଥିବା ଶିଶୁ; କୋମଳ ଶିଶୁ — Tender baby
  • ଦେ. ବି. — ଗାଆଁରେ କଅଁଳା ପିଲାଙ୍କୁ ଦୃଷ୍ଟି ଦେଲେ ପୁଙ୍କି ଉଡ଼ାଇ ଦିଏ— ଫକୀରମୋହନ, ଛଅମାଣଆଠଗୁଣ୍ଠ।