କଅଁଳା ଚାନ୍ଦ Kaañḻā chānda

  • ଦେ. ବି. (ସଂ. କୋମଳ+ଚନ୍ଦ୍ର) — ନୂଆ ହୋଇ ଉଇଁ ଆସୁଥିବା ପୂର୍ଣ୍ଣଚନ୍ଦ୍ର — Newly risen full-moon
  • ଦେ. ବି. (ସଂ. କୋମଳ+ଚନ୍ଦ୍ର) — ଅମାବାସ୍ୟା ପରେ ପାତିଆ ପରି ଦେଖା ଯାଉଥିବା ଚନ୍ଦ୍ର — New-moon