କଅଁଳକୁହା Kaañḻakuhā
- ଦେ. ବିଣ. ପୁଂ. (ସଂ. କୋମଳ+କଥ୍ ଧାତୁ) — ଯେଉଁ ବ୍ଯକ୍ତି ମନରେ କପଟ ରଖି ତୁଣ୍ଡରେ ମଧୁର କଥା କହେ — Uttering sweet words; coaxing; sweet speaking
- ଦେ. ବିଣ. ପୁଂ. (ସଂ. କୋମଳ+କଥ୍ ଧାତୁ) — ଖୋସାମଦିଆ; ଚାଟୁକାର — Flattering
- ଦେ. ବି — କୋମଳ ବଚନ କହିବା — Speaking of sweet words