କଅଁଳ ମାଉଁସ Kaañḻa māuñsa

  • ଦେ. ବି. (ସଂ. କୋମଳ+ମାଂସ) — ନରମ ମାଂସ — Soft flesh
  • ଦେ. ବି. (ସଂ. କୋମଳ+ମାଂସ) — ଶିଶୁ ଦେହର କୋମଳ ମାଂସ — Tender flesh of an infant
  • ଦେ. ବି. (ସଂ. କୋମଳ+ମାଂସ) — କଅଁଳ ମାଉଁସ ଟିକିଏ ପାଇଲେ ରୁଟୁକିନି ଖାଏଁ— କାହାଣୀର କଥାର ଶେଷ ପଦ।
  • ଦେ. ବି. (ସଂ. କୋମଳ+ମାଂସ) — ଘାଆ ଆଦିରେ ନୂଆ ହୋଇ କଅଁଳି ଥିବା ମାଂସ — New flesh formed on a healing sore