କଅଁଳ ନିଦ Kaañḻa nida

  • ଦେ. ବି. (ସଂ. କୋମଳ+ନିଦ୍ରା) — ଅପକ୍ୱ ନିଦ; ଭଲରୂପେ ମେଣ୍ଟି ନ ଥିବା ନିଦ — Not fully enjoyed sleep
  • ଦେ. ବି. (ସଂ. କୋମଳ+ନିଦ୍ରା) — ନାଳିନିଦ; ଛାଇନିଦଠାରୁ ଗାଢ଼ତର କିନ୍ତୁ ଗଭୀର— ନିଦଠାରୁ ଲଘୁତର ନିଦ — Light sleep