କଅଁଳ ଗାଧୁଆବେଳ Kaañḻa gādhuābeḻa

  • ଦେ. ବି. (ସଂ. କୋମଳ+ଗାତ୍ରଧାବନ+ବେଳା) — ସକାଳ ଏକ ପ୍ରହରଠାରୁ ଛଅ ଘଡ଼ି ପର୍ଯ୍ୟନ୍ତ ସମୟ (ଯେଉଁ ସମୟରେ ସୁକୁମାରିଆ ମନୁଷ୍ୟ— ମାନେ ଗାଧୁଆପାଧୁଆ କରନ୍ତି) — Early bathing time; the time between 9 & 10 A. M