କଂସା Kaṁsā

  • ଦେ. ବି. (ସଂ. କଂଶ) — ତମ୍ବା ଓ ରଙ୍ଗ ବା ଦସ୍ତାମିଶ୍ରିତ ଧାତୁ — Bell-metal
  • ଦେ. ବି. (ସଂ. କଂଶ) — କଂସା ଧାତୁରେ ତିଆରି ବଡ଼ ପାତ୍ର; ବେଲା — A big pot made of bellmetal
  • ଦେ. ବି. (ସଂ. କଂଶ) — ପରିମାଣ ପାତ୍ରବିଶେଷ; ଅଢ଼ା — A measure