କଂସାଗିନା Kaṁsāginā

  • ଦେ. ବି. — (ସହଚର) କଂସା ନିର୍ମିତ ବଡ଼ ଓ ସାନ ପାତ୍ରମାନ; ବେଲା ତାଟିଆ ଆଦି ବାସନକୁସନ — Plates and utensils
  • ଦେ. ବି. — (ମଧ୍ୟପଦଲୋପୀ) କଂସା ଧାତୁରେ ନିର୍ମିତ ଗିନା; କଂସାରେ ତିଆରି ତାଟିଆ — A cup made of bellmetal