କଂଶହା Kaṁṡahā

  • ସଂ. ବି. (କଂଶ+ହନ୍ ଧାତୁ=ବଧ କରିବା+କର୍ତ୍ତୃ କ୍ୱିପ୍; ଯେ କଂଶକୁ ବଧ କରିଥିଲେ) — ଶ୍ରୀକୃଷ୍ଣ — Ṡrīkṛushṇa