କଂବୈଡ୍ୟ Kiṁba̲i̱dya

  • ସଂ. ବି.—(କୁ+ବୈଦ୍ୟ; କୁ ସ୍ଥାନରେ କିଂ ଆଦେଶ; ତୁଳନା କର. କିଂପୁରୁଷ ବା କିମ୍ପୁରୁଷ) — ଅନାଡ଼ି ବୈଦ୍ୟ; କୁବୈଦ୍ୟ — A quack; a Worthless physician