ଔଷଧାଜୀବ A̲u̲shadhājība

  • ସଂ. ବି. ପୁଂ. (ବହୁବ୍ରୀହି; ଔଷଧ+ଅଟେ ଆଜୀବ=ବୃତ୍ତି ଯାହାର)— ଔଷଧବ୍ୟବସାୟୀ — Druggist