ଔଷଧ କରିବା A̲u̲shadha karibā

  • ଦେ. କ୍ରି — ଓଷ କରିବା (ଦେଖ) — Osha karibā
  • ଦେ. କ୍ରି — ଭରତାମାନଙ୍କୁ ଔଷଧ କରିବାର ଅସତୀ ସ୍ତିରୀଙ୍କର ଅଟଇ ବେଭାର। କୃଷ୍ଣସିଂହ ମହାଭାରତ. ବନ।