ଔପାଧିକ A̲u̲pādhika
- ସଂ. ବିଣ. (ଉପାଧି+ସମ୍ବନ୍ଧାର୍ଥେ. ଇକ) — ଉପାଧିସମ୍ବନ୍ଧୀୟ — Titular; phenomenal
- ସଂ. ବିଣ. (ଉପାଧି+ସମ୍ବନ୍ଧାର୍ଥେ. ଇକ) — ଅସ୍ଥାୟୀ — Temporary
- ସଂ. ବିଣ. (ଉପାଧି+ସମ୍ବନ୍ଧାର୍ଥେ. ଇକ) — ନାମ ମାତ୍ର — Nominal; conventional
- ସଂ. ବିଣ. (ଉପାଧି+ସମ୍ବନ୍ଧାର୍ଥେ. ଇକ) — ମାୟାପୂର୍ଣ୍ଣ — Illusory
- ସଂ. ବିଣ. (ଉପାଧି+ସମ୍ବନ୍ଧାର୍ଥେ. ଇକ) — ଉପାଧିପ୍ରାପ୍ତ — Titled
- ସଂ. ବିଣ. (ଉପାଧି+ସମ୍ବନ୍ଧାର୍ଥେ. ଇକ) — ଔପାଧିକ ରାଜା ଉଚ୍ଚାସନେ ରୁଷି; କ୍ଷୁବ୍ଧ ହେଉଛନ୍ତି ରାଜା ମଉରୁସି—ରାଧାନାଥ ଦରବାର।