ଔପପତ୍ତିକ A̲u̲papattika

  • ସଂ. ବିଣ. (ଉପପତ୍ତି+ସମ୍ବନ୍ଧାର୍ଥେ. ଇକ) — ନିୟମ, ସିଦ୍ଧାନ୍ତ ବା ଗ୍ରନ୍ଥ ଦ୍ୱାରା ପ୍ରତିପନ୍ନ — Authoritative; deducible from rules arguments or authority, demonstrable inferable; theoretical