ଔପଚାରିକ A̲u̲pachārika

  • ସଂ. ବିଣ. (ଉଚାର+ସମ୍ବନ୍ଧାର୍ଥେ. ଇକ) — ଉପଚାର ବା ଆରୋପସମ୍ବନ୍ଧୀୟ — Figurative; metaphorical
  • ସଂ. ବିଣ. (ଉଚାର+ସମ୍ବନ୍ଧାର୍ଥେ. ଇକ) — ଚିକିତ୍ସାସମ୍ବନ୍ଧୀୟ — Pertaining to treatment
  • ସଂ. ବିଣ. (ଉଚାର+ସମ୍ବନ୍ଧାର୍ଥେ. ଇକ) — ସେବାସମ୍ବନ୍ଧୀୟ; ପୂଜା ଆଦିର କ୍ରିୟାସମ୍ବନ୍ଧୀୟ — Ritualistic; ceremonial
  • ସଂ. ବି — ଚିକିତ୍ସା — Treatment
  • ସଂ. ବି — ସେବା — Service
  • ସଂ. ବି — ଉପକରଣ — Materials
  • ସଂ. ବି — ବ୍ୟବସାୟ — Profession
  • ସଂ. ବି — ଆରୋପ — Imputation
  • ସଂ. ବି — ଉତ୍କୋଚ — Bride
  • ସଂ. ବି — ସଜ୍ଜା — Equipment
  • ସଂ. ବି — ସମ୍ମାନ — Respect
  • ସଂ. ବି — ପୂଜା ଆଦିର ଅଙ୍ଗ — Rites; ritual