ଔଦ୍ଭିଜ୍ଜ A̲u̲dbhijja

  • ସଂ. ବିଣ (ଉଦ୍ଭିଜ୍ଜ+ସମ୍ବନ୍ଧାର୍ଥେ. ଅ) — ଉଦ୍ଭିଦ ବା ବୃକ୍ଷଲତାସମ୍ବନ୍ଧୀୟ — Vegetable; relating to trees and plants
  • ସଂ. ବି — ପାଂଶୁଲବଣ — Salt from ashes
  • ସଂ. ବି — ସୈନ୍ଧବ ଲବଣ — Rock-salt