ଔଦ୍ବାହିକ A̲u̲dbāhika

  • ସଂ. ବିଣ (ଉଦ୍ବାହ+ସମ୍ବନ୍ଧାର୍ଥେ. ଇକ) — ବିବାହସମ୍ବନ୍ଧୀୟ; ବୈବାହିକ — Relating to marriage; matrimonial; marital
  • ସଂ. ବିଣ (ଉଦ୍ବାହ+ସମ୍ବନ୍ଧାର୍ଥେ. ଇକ) — ବିବାହ କାଳରେ ଲବ୍ଧ — Obtained on the occasion of marriage
  • ସଂ. ବି (ହିନ୍ଦୁସ୍ମୃତି) — ଯୌତୁକ (ଧନ); ବିବାହକାଳରେ କନ୍ୟାର ପିତା ଆଦି କନ୍ୟାକୁ ଉପହାରସ୍ୱରୁପ ଯେଉଁ ଧନ ଦିଅନ୍ତି (ଏହା କନ୍ୟାର ସ୍ତ୍ରୀଧନ ଅଟେ) — (Hindu-law) Matrimonial gift; gift made to a woman by her relations at her marriage