ଔଦାର୍ୟ୍ୟ A̲u̲dārj̄ya

  • ସଂ. ବି (ଉଦାର+ଭାବ. ଯ) — ଉଦାରତା; ମହତ୍ତ୍ୱ — Magnanimity; largeness of heart
  • ସଂ. ବି (ଉଦାର+ଭାବ. ଯ) — ଦାତୃତ୍ୱ; ବଦାନ୍ୟତା — Generosity; liberality; munificence