ଔତ୍ସର୍ଗିକ A̲u̲tsargika

  • ସଂ. ବିଣ. (ଉତ୍ସର୍ଗ+ସମ୍ବନ୍ଧାର୍ଥେ. ଇକ) — ଦାନାର୍ଥ ଉତ୍ସର୍ଗସମ୍ବନ୍ଧୀୟ — Relating to an offering; dedicatory
  • ସଂ. ବିଣ. (ଉତ୍ସର୍ଗ+ସମ୍ବନ୍ଧାର୍ଥେ. ଇକ) — ସଂକଳ୍ପ ବା ଭୋଗସମ୍ବନ୍ଧୀୟ — Pertaining to an oblation
  • ସଂ. ବିଣ. (ଉତ୍ସର୍ଗ+ସମ୍ବନ୍ଧାର୍ଥେ. ଇକ) — ପ୍ରାକୃତିକ — Natural
  • ସଂ. ବିଣ. (ଉତ୍ସର୍ଗ+ସମ୍ବନ୍ଧାର୍ଥେ. ଇକ) — ସ୍ୱଭାବସଂକ୍ରାନ୍ତ — Relating to habits