ଔତ୍ପାତିକ A̲u̲tpātika

  • ସଂ. ବିଣ. (ଉତ୍ପାତ+ସମ୍ୱନ୍ଧାର୍ଥେ ଇକ) — ଉତ୍ପାତ ବା ଦୈବସମ୍ବନ୍ଧୀୟ — Calamitous; due to divine visitation
  • ସଂ. ବିଣ. (ଉତ୍ପାତ+ସମ୍ୱନ୍ଧାର୍ଥେ ଇକ) — ଅମଙ୍ଗଳସୂଚକ; ଅଶୁଭସୂଚକ — Portentous; ominous