ଔତ୍ତରିକୀ ପ୍ରଭା A̲u̲ttarikī prabhā

  • ସଂ. ବି (ଆଧୁନିକ ପ୍ରୟୋଗ) — ପୃଥିବୀର ଉତ୍ତର କେନ୍ଦ୍ର ସନ୍ନିହିତ ପ୍ରଦେଶରେ ରାତ୍ରି ଛଅ ମାସ ମଧ୍ୟରେ ଦେଖାଯିବା ନୈସର୍ଗିକ ଆଲୋକ — Aurora Borialis or the Northern lights