ଓଡ଼ିଶୀ ନାଟ Oṟḍ̠iṡī nāṭa
- ପ୍ରାଦେ (ପୁରୀ) ବି—ଓଡ଼ିଶୀ ସଙ୍ଗୀତ ବୋଲି ଅବଲୟ ଓ ଅଙ୍ଗଚାଳନାପୂର୍ବକ କରାଯିବା ଏକପ୍ରକାର ନାଟ; (ଏ ନାଟ କଲାବେଳେ ନାଟୁଆମାନେ ଖୁବ୍ କୁଦନ୍ତି ଏବଂ ନାନାଦି କଷ୍ଟସାଧ୍ୟ ବନ୍ଧ ଭାଙ୍ଗି ଅଙ୍ଗଚାଳନା କରନ୍ତି।)
- ପ୍ରାଦେ [ଦ୍ର—ଓଡ଼ିଶାରେ ସଙ୍ଗୀତ ଆଖଡ଼ା ଓ ନାଟ ଦୁଇ ପ୍ରକାରର— 1 —ଓଡ଼ିଶୀ ଓ 2 —ଦକ୍ଷିଣୀ । ଓଡ଼ିଶୀ ପିଲା ଓଡ଼ିଆ ଗୀତ ବୋଲି ନାଚନ୍ତି, ଅବଲୟ କରନ୍ତି ଓ ବନ୍ଧ ଭାଙ୍ଗନ୍ତି। ମାତ୍ର ଦକ୍ଷିଣୀ ପିଲା— ମାନେ କେବଳ ଗୀତ ବୋଲି ନାଚନ୍ତି ଓ ଅବଲୟ କରନ୍ତି; ବନ୍ଧ ଭାଙ୍ଗନ୍ତି ନାହିଁ। ଓଡ଼ିଶୀ ପିଲାମାନେ ଆଠ ବର୍ଷଠାରୁ ଦଶ ବର୍ଷ ପର୍ଯ୍ୟନ୍ତ ବୟସ୍କ ଓ ଦକ୍ଷିଣୀ ପିଲାଏ ବାର ବର୍ଷରୁ ଷୋଳ ବର୍ଷ ବୟସ୍କ।] — [ଦ୍ର—ଓଡ଼ିଶାରେ ସଙ୍ଗୀତ ଆଖଡ଼ା ଓ ନାଟ ଦୁଇ ପ୍ରକାରର—1—ଓଡ଼ିଶୀ ଓ2—ଦକ୍ଷିଣୀ ଓଡ଼ିଶୀ ପିଲା ଓଡ଼ିଆ ଗୀତ ବୋଲି ନାଚନ୍ତି, ଅବଲୟ କରନ୍ତି ଓ ବନ୍ଧ ଭାଙ୍ଗନ୍ତି ମାତ୍ର ଦକ୍ଷିଣୀ ପିଲା— ମାନେ କେବଳ ଗୀତ ବୋଲି ନାଚନ୍ତି ଓ ଅବଲୟ କରନ୍ତି; ବନ୍ଧ ଭାଙ୍ଗନ୍ତି ନାହିଁ ଓଡ଼ିଶୀ ପିଲାମାନେ ଆଠ ବର୍ଷଠାରୁ ଦଶ ବର୍ଷ ପର୍ଯ୍ୟନ୍ତ ବୟସ୍କ ଓ ଦକ୍ଷିଣୀ ପିଲାଏ ବାର ବର୍ଷରୁ ଷୋଳ ବର୍ଷ ବୟସ୍କ]