ଓଡ଼ିଶାରାଜାଙ୍କ ଉପାଧି Oṟḍ̠iṡārājāṅka upādhi
- ଦେ. ବି. — ପୂର୍ବରୁ ଚଳି ଆସୁଥିବା ଓଡ଼ିଶାର ରାଜାଙ୍କ ଉପାଧି ଯାହା କି ଅବଧି ପୁରୀରାଜାଙ୍କ ନାମ ପୂର୍ବରେ ବ୍ୟବହୃତ ହେଉଅଛି — The hereditary title of the Rājās of Oṟḍ̠iṡā
- ଦେ. ବି. — [ଦ୍ର—ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣଟୋତ୍କଳ ବର୍ଗେଶ୍ୱର ରାୟ ଭୂତଭୈରବ ଦେବସାଧୁ ଶାସନୋତ୍କୀର୍ଣ୍ଣ ରାଉତରାୟ ଅତୁଳବଳପରାକ୍ରମ ସଂଗ୍ରାମ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ଅମୁକଦେବ—ଏ ଉପାଧି ପ୍ରଥମେ ଅନଙ୍ଗଭୀମ— ଦେବ ମହାରାଜା (ଖ୍ରୀ. 1178 — 1198 ) ନିଜ ନାମ ପୂର୍ବରେ ଲଗାଇଥିଲେ।] — [ଦ୍ର—ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣଟୋତ୍କଳ ବର୍ଗେଶ୍ୱର ରାୟ ଭୂତଭୈରବ ଦେବସାଧୁ ଶାସନୋତ୍କୀର୍ଣ୍ଣ ରାଉତରାୟ ଅତୁଳବଳପରାକ୍ରମ ସଂଗ୍ରାମ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ଅମୁକଦେବ—ଏ ଉପାଧି ପ୍ରଥମେ ଅନଙ୍ଗଭୀମ— ଦେବ ମହାରାଜା (ଖ୍ରୀ.1178—1198) ନିଜ ନାମ ପୂର୍ବରେ ଲଗାଇଥିଲେ]