ଓଡ଼ିଆଣୀ Oṟḍ̠iāṇī

  • ଦେ. ବି. ସ୍ତ୍ରୀ — ଓଡ଼ିଆଜାତିର ସ୍ତ୍ରୀ — Oṟḍ̠iā female
  • ଦେ. ବି. ସ୍ତ୍ରୀ — [ଦ୍ର—ଏମାନେ ମୁଣ୍ଡରେ ଓଢ଼ଣା ଦେଇ ଥାନ୍ତି ଏବଂ ଏଥିଲାଗି ତେଲଙ୍ଗିଆଣୀଙ୍କଠାରୁ ବାରି ହୁଅନ୍ତି।]
  • ଦେ. ବି. ସ୍ତ୍ରୀ — (ତେ. ଉଡ଼ିଆନମ୍)
  • ଦେ. ବି. ସ୍ତ୍ରୀ — ରତ୍ନ ଓଡ଼ିଆଣୀ କଟି ଦେଶେ ପୀତାମ୍ବର। ବିଷ୍ଣୁକେଶରୀ ପୁରାଣ।
  • ଦେ. ବି. ସ୍ତ୍ରୀ — ଓଡ଼ିଆ ଶୂଦ୍ର ଜାତୀୟା ସ୍ତ୍ରୀ — A female of the Oṟḍ̠iā Ṡūdra class