ଓଡ଼ାମଡ଼ା ପକାଇବା Oṟḍ̠āmaṟḍ̠ā pakāibā

  • ଗ୍ରା. କ୍ରି. (ଶିଶୁବଚନ) — ଅଶୁଭ ବାଞ୍ଛା କରି ଗାଳିଦେବା — To chide or rebuke by pronouncing curses
  • ଗ୍ରା. କ୍ରି. (ଶିଶୁବଚନ) — କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିବାକୁ ନିଷେଧ କରିବା — To prohibit a person from coming to a certain place