ଓଡ଼ଶବିୟାଣ Oṟḍ̠aṡabiyāṇa

  • ଦେ. ବି. (ସଂ. ଉଦ୍ଦଂଶ+ସଂ ବୀ ଧାତୁ=ଗର୍ଭ ଗ୍ରହଣ କରିବା) — ଓଡ଼ଶଙ୍କ ପରି ବହୁ ସନ୍ତାନ ପ୍ରସବ ଦ୍ୱାରା ବଂଶ ବୃଦ୍ଧି — Constant increase by reproduction (like bugs)