ଓଡ଼ରାଷ୍ଟ୍ର Oṟḍ̠arāshṭra

  • ଦେ. ବି. — ପ୍ରାଚୀନ ଓଡ଼ିଶା ଦେଶ — Ancient Oṟḍ̠iṡā
  • ଦେ. ବି. — ନାମ ଶ୍ରୀ ପୁରୁଷୋତ୍ତମ ଓଡ଼ରାଷ୍ଟ୍ରେ। ପ୍ରାଚୀ, ରହସ୍ୟମଞ୍ଜରୀ।
  • ଦେ. ବି. — ପ୍ରାଚୀନ ଓଡିଶାର ସମୁଦ୍ର ଉପକୂଳସ୍ଥ ଗୋଲରା, ମରିଚପୁର, ହରିଶପୁର, ବିଷୁନପୁର, କୁଜଙ୍ଗ, ପାରା— ଦେଇ ପୁର (ପାରାଦୀପ), ଆଳି ଓ କନିକା ଏହି ଆଠଟି ରାଜ୍ୟର ପ୍ରାଚୀନ ନାମ — A name given to kanikā Āḻi; Kujaṅga and five other petty kingdoms lying along the sea-coast of ancient Oṟḍ̠iṡā
  • ଦେ. ବି. — [ଦ୍ର—କୌଣସି ବହିଃଶତ୍ରୁକୁ ନଦୀମୁହାଣ ଦେଇ ଦେଶ ମଧ୍ୟରେ ପ୍ରବେଶ କରାଇ ନ ଦେବା ନିମନ୍ତେ ଓଡିଶାର ସ୍ୱାଧୀନ ରାଜାମାନେ ପୁରୀ ଓ କଟକ ଜିଲ୍ଲାର ନଦୀମୁହାଣ ନିକଟରେ ଆଠ— ଗୋଟି ସାମନ୍ତ ରାଜାଙ୍କୁ ନିକଟବର୍ତ୍ତୀ ଭୂଖଣ୍ଡମାନ ରାଜ୍ୟ ସ୍ୱରୂପ ଦେଇ ରଖାଇ ଥିଲେ—ରାଧାଚରଣ ପଣ୍ଡା ଉତ୍କଳ ସାହିତ୍ୟ 34।9 ।] — [ଦ୍ର—କୌଣସି ବହିଃଶତ୍ରୁକୁ ନଦୀମୁହାଣ ଦେଇ ଦେଶ ମଧ୍ୟରେ ପ୍ରବେଶ କରାଇ ନ ଦେବା ନିମନ୍ତେ ଓଡିଶାର ସ୍ୱାଧୀନ ରାଜାମାନେ ପୁରୀ ଓ କଟକ ଜିଲ୍ଲାର ନଦୀମୁହାଣ ନିକଟରେ ଆଠ— ଗୋଟି ସାମନ୍ତ ରାଜାଙ୍କୁ ନିକଟବର୍ତ୍ତୀ ଭୂଖଣ୍ଡମାନ ରାଜ୍ୟ ସ୍ୱରୂପ ଦେଇ ରଖାଇ ଥିଲେ—ରାଧାଚରଣ ପଣ୍ଡା ଉତ୍କଳ ସାହିତ୍ୟ349]