ଓଡ଼ଙ୍ଗଗଡ଼ Oṟḍ̠aṅgagaṟḍ̠a

  • ଦେ. ବି. (ପ୍ରାଚୀନ) ନାମ — ଅଢ଼ଙ୍ଗ ( 2 ) (ଦେଖ) — ଅଢ଼ଙ୍ଗ (2) (ଦେଖ)Aṟḍ̠ẖaṅga (2) (See)
  • ଦେ. ବି. (ପ୍ରାଚୀନ) ନାମ — [ଏହା ପୂର୍ବେ ଓଡ଼ (ମତାନ୍ତରରେ ଖଣ୍ଡାଏତ) ଜାତୀୟ ରାଜା ବା ସାମନ୍ତଙ୍କ ଅଧିକୃତ କଟକ ଜିଲାର ଏକ ରାଜଧାନୀ ଥିଲା। ଏହି ରାଜାଙ୍କ କନ୍ୟା ଚମ୍ପାବତୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସେବା କରି ପରେ ତାଙ୍କୁ ବିବାହ କରିଥିଲେ ଓ ଏହି କନ୍ୟାଙ୍କ ଗର୍ଭଜାତ ସନ୍ତାନ ଗଦାଧର ଓ ତଦୀୟ ବଂଶଧରମାନେ କରଣ ବୋଲି ପରିଚିତ।]