ଓହମୁଣ୍ଡିଆ Ohamuṇḍiā

  • ଦେ. ବିଣ. — ବରାବର ସିଧା ଓ ଲମ୍ବ — Straight and long
  • କ୍ରି. ବିଣ. — ଲମ୍ବେ ଲମ୍ବେ; ବରାବର ଲମ୍ବଭାବରେ ବହୁ ଦୂର ପର୍ଯ୍ୟନ୍ତ — In a straight-forward manner; without any diviation for a long distance