ଓସ୍ତାତ୍ Ostāt
- ବୈଦେ. ବି. (ଆ. ଓସ୍ତାଦ୍) ଶିକ୍ଷାଗୁରୁ — A master in any art
- ବୈଦେ. ବି. (ଆ. ଓସ୍ତାଦ୍) କ୍ରୀଡ଼ାଗୁରୁ — A teacher of games; a trainer
- ବୈଦେ. ବି. (ଆ. ଓସ୍ତାଦ୍) [ଦ୍ର— ମଲ୍ଲବିଦ୍ୟା, ବ୍ୟାୟାମ ଓ ସଙ୍ଗୀତବିଦ୍ୟାର ଶିକ୍ଷକଙ୍କୁ ଓସ୍ତାତ୍ ଓ ଶିଷ୍ୟଙ୍କୁ ସାଗିରଥ ବୋଲାଯାଏ।]
- ବୈଦେ. ବି. (ଆ. ଓସ୍ତାଦ୍) କୌଣସି ବିଦ୍ୟାରେ ସିଦ୍ଧହସ୍ତ ବ୍ୟକ୍ତି — An adept in any art; an expert