ଓସ୍ତଫୁରଫୁରି Ostaphurphuri

  • ଦେ. ବି. (ସଂ. ଅଶ୍ୱତ୍ଥ ଓ ପର୍ପଟୀ) — ଅଶ୍ୱତ୍ଥ ଗଛର ଗଣ୍ଡିରୁ ଛାଡି ଯାଇଥିବା ଶୁଖିଲା ବକଳା — Dried barks peeled off from the trunk of the Aṡwattha tree