ଓଷ Osha
- ସଂ. ବି (ଉଷ ଧାତୁ=ଦାହ କରିବା+ଅ) — ଦାହ; ଦହନ — Act of burning
- ସଂ. ବି (ଉଷ ଧାତୁ=ଦାହ କରିବା+ଅ) — ପୋଡ଼ାଜଳା — Burning sensation
- ସଂ. ବି (ଉଷ ଧାତୁ=ଦାହ କରିବା+ଅ) — କୁହୁଡ଼ି — Frost
- ସଂ. ବି (ଉଷ ଧାତୁ=ଦାହ କରିବା+ଅ) — କାକର — Dew
- ଗ୍ରା. ବି (ସଂ. ଔଷଧ) — ଔଷଧ — Medicine, drugs
- ଗ୍ରା. ବି (ସଂ. ଔଷଧ) — ଜାଣେ ଯେବେ ପତି ଯୁବତୀ କଲା ଓଷ ସେ ସକାଶୁଁ ସେ ନିତି ପାଉଥାଏ ପ୍ରାସ— କୃଷ୍ଣସିଂହ ମହାଭାରତ. ବନ।
- ଗ୍ରା. ବି (ସଂ. ଔଷଧ) — ଶତ୍ରୁ ପ୍ରତି ପ୍ରଯୁଜ୍ୟ ଦ୍ରବ୍ୟାଦି ଜଡ଼ିବୁଟି; — Charms used to injure an enemy