ଓଷ୍ୱ କରିବାକୁ (ଅମୂକ ଜିନିଷ) ନ ମିଳିବା Oshwa karibāku na miḻibā
- ଗ୍ରା. ବାକ୍ୟ — (କୌଣସି ବସ୍ତୁ) ଅତି ସାମାନ୍ୟ ପରିମାଣରେ ସୁଦ୍ଧା ନ ମିଳିବା — Not to be had even in a very little quantity
- ଗ୍ରା. ବାକ୍ୟ — [ଦ୍ର— ସାଧରଣତଃ ଔଷଧପାଇଁ କୌଣସି ପଦାର୍ଥ ଅତି ସାମାନ୍ୟ ପରିମାଣରେ ଲୋଡ଼ା ହୁଏ। ଯେବେ କୌଣସି ବସ୍ତୁ ଅତି ଅଳ୍ପ ପରିମାଣରେ ସୁଦ୍ଧା ନ ମିଳେ ତେବେ ଲୋକେ କହନ୍ତି ଅମୁକ ଜିନିଷ ଏଠାରେ ଓଷ୍ୱ କରିବାକୁ ସୁଦ୍ଧା ମିଳୁ ନାହିଁ]