ଓଷ୍ଠ Oshṭha

  • ସଂ. ବି. (ଉଷ ଧାତୁ=ଦାହ କରିବା+ଠ) — ଉପରେ ଓ ତଲ ଓଠ — Lip
  • ସଂ. ବି. (ଉଷ ଧାତୁ=ଦାହ କରିବା+ଠ) — ପାଟିର ତଳପାଖ ଆବରଣ; ଅଧରୋଷ୍ଠ — Lower lip
  • ସଂ. ବି. (ଉଷ ଧାତୁ=ଦାହ କରିବା+ଠ) — ଥୋଡ଼; ଚିବୁକ — Chin