ଓଷ୍ଠାଗତପ୍ରାଣ Oshṭhāgataprāṇa

  • ସଂ. ବିଣ. (ବହୁବୀହି; ଓଷ୍ଠ+ଆଗତ+ପ୍ରାଣ) — ଯାହାର ଜୀବନ ଛାଡ଼ି ଗଲା ପ୍ରାୟ; ମୁମୂର୍ଷୁ; ମ୍ରିୟମାଣ — Dying; with life coming to the lip; with life ebbing away (said of a departing soul)