ଓଷ୍ଠପୁଷ୍ପ Oshṭhapushpa

  • ସଂ. ବି. (ଓଷ୍ଠ ପରି ପୁଷ୍ପ; ଓଷ୍ଠର ବର୍ଣ୍ଣ ସଙ୍ଗେ ବଧୂଲି ଫୁଲର ବର୍ଣ୍ଣ ତୁଳନା କରାଯିବାରୁ) — ବଧୂଲି ଫୁଲ; ବନ୍ଧୁକ ଫୁଲ; ଦିପହରିଆ ଫୁଲ — A red flower (Pentapetus Phoenicea)