ଓଷ କରିବା Osha karibā

  • ଗ୍ରା. କ୍ରି — ରୋଗୀପ୍ରତି ଔଷଧ ପ୍ରୟୋଗ କରିବା — To apply medicine
  • ଗ୍ରା. କ୍ରି — ଶତ୍ରୁ ପ୍ରତି ଜଡ଼ିବୁଟି ପ୍ରୟୋଗ କରିବା — To apply charms or drugs against an enemy
  • ଗ୍ରା. କ୍ରି — କୌଣସି ବ୍ୟକ୍ତିକୁ କୌଣସି ଦ୍ରବ୍ୟ ଖୁଆଇ ବା ମନ୍ତ୍ରଯନ୍ତ୍ର କରି ବଶୀଭୁତ କରିବା — To bring a person under one's control by applying charms or drugs