ଓଳିତଳିଆ Oḻitaḻiā

  • ଦେ. ବିଣ. — ବଡ଼ଲୋକଆଦିଙ୍କ ଘରର ଅତି ସନ୍ନିକଟରେ ବାସ କରୁଥିବା — Living just near the house (said of poor people living near a rich man's house).2 ବଡ଼ଲୋକଙ୍କ ଅନୁସରଣିଆ ବା ଆଶ୍ରିତ (ବ୍ୟକ୍ତି)— 2. Dependent on a richman