ଓଳିଆଓଳି Oḻiālḻi

  • ଦେ. ବି (ସହଚର; ବହୁ ଅର୍ଥରେ ଶବ୍ଦର ଦ୍ୱିତ୍ୱ) — ଏକାଧିକଥର ଛାଞ୍ଚୁଣିଦ୍ୱାରା ପରିଷ୍କାର କରିବା — Repeatedly cleansing or sweeping with a broom
  • ଦେ. ବିଣ. — ପରିଷ୍କୃତ — Cleared; cleansed; swept clean