ଓଲା ଛଡ଼ାଇବା Olā chhaṟḍ̠āibā

  • ଦେ. କ୍ରି (ଓଲା ଛଡ଼ିବାର ଣିଜନ୍ତ ରୂପ) — ଉତ୍ତମ ଭୋଜନ ଦ୍ୱାରା ଖାଦ୍ୟଲାଳସାକୁ ପରିତୃପ୍ତ କରିବା — To satiate one's hankering after dainty food by having one's fill