ଓଲରା ଯିବା Olarā j̄ibā

  • ଦେ. କ୍ରି — ଚାଳରୁ (ଛପର ହୋଇଥିବା ନଡ଼଼ା ଆଦି) କଢ଼ାଯିବା — (a thatch) To be dismantled
  • ଦେ. କ୍ରି — ଦୁଇ ଚାରି ଜାଗା ଚାଳ ଓଲରା ଗଲା। ଫକୀରମୋହନ, ଛମାଣଆଠଗୁଣ୍ଟ।