ଓଲଟି ପଡ଼ିବା Olaṭi paṟḍ̠ibaā
- ଦେ. କ୍ରି — ତଳକୁ ମୁହଁ ହୋଇ ପତିତ ହେବା — To fall upside down
- ଦେ. କ୍ରି — ଅନ୍ଯଥା ହେବା; ରଦ୍ ହେବା — To be set aside
- ଦେ. କ୍ରି — ଆଶାର ବିପରୀତ କର୍ମ କରିବା — To act contrary to expectation
- ଦେ. କ୍ରି — ବିପର୍ଯ୍ୟସ୍ତ ହେବା — To become inverted
- ଦେ. କ୍ରି — ପ୍ରଥମେ ପୋଷିଥିବା ମତର ବିପରୀତ ମତ ପୋଷଣ କରିବା — To form an opinion contrary to the opinion first formed