ଓଲଟା ଦାସେ ଘୋଡ଼ା ଚଢ଼ିବା Olaṭā dāse ghoṟḍ̠ā chaṟḍ̠ẖibā

  • ଦେ. (ନ୍ୟାୟ) ଯେଉଁ ବ୍ୟକ୍ତି ଅନ୍ୟାୟ ବା ଦୋଷ କରିଥାଏ ସେ ଆପଣାକୁ ନିର୍ଦୋଷ ବୋଲି ଦେଖାଇ ହୋଇ ଅନ୍ୟ ବ୍ୟକ୍ତିକୁ ଦୋଷୀ କରିବାକୁ ବସିଲେ, କିମ୍ବା ଯାହା ଉପରେ ମୋର ପାଉଣା ଅଛି ସେ ଓଲଟି କରି ମୋ ଉପରେ ଦାବୀ କଲେ ଏ ପ୍ରବଚନ ବୋଲାଯାଏ — A saying applied to a case where the wrong doer feigns that he is the person wronged