ଓରଦା ଛାଟିବା Oradā chhāṭibā

  • ଦେ. କ୍ରି — ପାଣିଥିବା କିଆରିକୁ ହଳ ବୁଲାଇ କାଦୁଆ କରି ତା ଉପରେ ମଇ ଦେଇ ତହିଁରେ ବିହନକୁ ବୁଣିବା — To sow paddy-seeds on clayey soil