ଓରଦା କରିବା Oradā karibā

  • ଦେ. କ୍ରି. — ଧାନ ରୋଇବା ନିମନ୍ତେ କ୍ଷେତକୁ କାଦୁଆ ଚାଷ କରି ବପନ ବା ରୋପଣୋପଯୋଗୀ କରିବା — To prepare a field with ploughing for transplanting paddy-plants