ଓଫରା Opharā

  • ପ୍ରାଦେ. (ସମ୍ବଲପୁର) ବିଣ (ତୁଳ. ଆସାମୀ. ଓଫ୍ରା=ଉଗୁରା) — ଉଗୁରା; ଯେଉଁ ଲୁଗା ବା ଅନ୍ୟ ପଦାର୍ଥ ଥରେ ବ୍ୟବହୃତ ହୋଇ ଫିଙ୍ଗା ହୋଇ ଥାଏ — Cast off (things e.g. cloth)